Jump to content

କମଳରୁ ବାଳ ବାଛିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳରୁ ବାଳ ବାଛିବା
ଉଚ୍ଚାରଣ: Kamaḻaru bāḻa bāchhibā

ଦେ. ନ୍ୟାୟ —

କେଶ ବା ଲୋମମୟ କମ୍ବଳରୁ ଗୋଟିଏ ଲୋମ ବାଛିବା ଭଳି ଦୋଷମୟ ବସ୍ତୁ ବା ବ୍ୟକ୍ତିର ଗୋଟିଏ ଦୋଷ ପୃଥକ୍ କରି ଚିହ୍ନାଇବା —To find out one out of hundreds of mistakes and faults abounding in a thing or person.