Jump to content

କମଳଶିରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳଶିରା
ଉଚ୍ଚାରଣ: Kamaḻaṡirā

ଦେ. ବି —

୧: ଗଳକମ୍ବଳ — ୧. Dewlap.

୨: ପଦ୍ମନାଡ଼ର ଅଂଶମୟ ଚୋପା — ୨. The fibrous bark of the lotus stalk.

୩: ମାଟିବାନ୍ଧର ତାଳୁରୁ ବର୍ଷାପାଣି ବୋହିଯାଇ ବନ୍ଧର ମାଟି ଧୋଇ ହୋଇ ନ ଯିବା ଉଦ୍ଦେଶ୍ୟରେ ବନ୍ଧତାଳୁର ଦୁଇ କିନାରାରେ ବିଛା ହୋଇଥିବା ଚେକାଛିଆଣିର ରେଖା — ୩. A line of turf laid on both sides of an earthen bank to prevent rain-water from flowing down the top and thus damaging the earthwork.