Jump to content

କମଳାବିହାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳାବିହାରୀ
ଉଚ୍ଚାରଣ: Kamaḻābihārī

ସଂ. ବି. ପୁଂ (କମଳା+ବିହାରୀ) —

ଲକ୍ଷ୍ମୀପତି; ଶ୍ରୀକୃଷ୍ଣ; ବିଷ୍ଣ —An epithet of Bishṇu.

ସାକ୍ଷାତେ ଜନ୍ମିଛନ୍ତି କମଳାବିହାରୀ—କୃଷ୍ଣସିଂହ. ମହାଭାରତ, ସଭା