Jump to content

କମଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳି
ଉଚ୍ଚାରଣ: Kamaḻi

ଗ୍ରା. ବି. ସ୍ତ୍ରୀ (ସଂ. କମଳା) —

୧: ଲକ୍ଷ୍ମୀ — Lakshmī

୨: କମଳାର ଡାକ ନାମ — ୨. Name for calling a woman named Kamaḻā.

[ ଦ୍ର—କମ୍ବଳ ଅର୍ଥରେ 'କମଳି' ଶଦ୍ଦର ସ୍ବତନ୍ତ୍ର ବ୍ୟବହାର ନାହିଁ କିନ୍ତୁ 'ଅମଳି କମଳି' ଶଦ୍ଦରେ 'କମଳି'ର ବ୍ୟବହାର 'କମ୍ବଳ' ଅର୍ଥରେ ହୁଏ]