Jump to content

କମଳିନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳିନୀ
ଉଚ୍ଚାରଣ: Kamaḻinī

ସଂ. ବି. ସ୍ତ୍ରୀ (କମଳ+ଇନ୍; ସ୍ତ୍ରୀ. ଈ) —

୧: ସୁଲକ୍ଷଣା ସ୍ତ୍ରୀ; ପଦ୍ମିନୀ —୧. A very beautiful and slender woman belonging to the first class according to erotic science.

୨: ପଦ୍ମ —୨. Lotus.

୩: ପଦ୍ମିନୀ; ପୁଷ୍ପଯୁକ୍ତ ପଦ୍ମଲତା — ୩. The lotus plant with its flower.

୪: ଲକ୍ଷ୍ମୀ —୪. Lakshmī the Goddess of Fortune.

ବିଷ୍ଣୁଙ୍କ ବଲ୍ଲଭୀ ପୁଣି ନାମ କମଳିନୀ—ବିଷ୍ଣକେଶରୀପୁରାଣ

୫: ପଦ୍ମପୁଷ୍ପପୀର୍ଣ୍ଣ ପୁଷ୍କୁରିଣୀ — ୫. A tank full of lotuses.

୬: ପଦ୍ମବନ —୬. An assemblage of lotus Plants with flowers.