Jump to content

କମଳୋତ୍ତରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳୋତ୍ତରା
ଉଚ୍ଚାରଣ: Kamaḻottara

ସଂ. ବି. (କମଳ=ପଦ୍ମ+ଉତ୍ତର=ଉତ୍କଷ୍ଟ) —

୧: କୁସୁମ ଫୁଲ; ଗେଣ୍ଡୁ ଫୁଲ — ୧. A yellow flower; safflower.

୨: କୁସୁମା ରଙ୍ଗ —୨. A yellow dye prepared from dried safflowers.