Jump to content

କମଳୟାକଇ ବାଳ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳୟାକଇ ବାଳ୍
ଉଚ୍ଚାରଣ: Kamaḻaj̄ākai bāḻ

ଦେ. ପ୍ରବଚନ —

କମ୍ବଳ ଲୋମନିର୍ମିତ ଥିବାରୁ ଏହା ଲୋମମୟ ଅଟେ; ଏପରି ସ୍ଥଳରେ ସେଥିରୁ ଲୋମ ବାଛିବା ବା ପୃଥକ୍ କରିବା ବାତୁଳତା ମାତ୍ର ସେହିପରି ୟାହା ଅସଂଖ୍ୟ ଦୋଷରେ ପୂର୍ଣ୍ଣ ସେଥିରୁ ଗୋଟିଏ ଦୋଷ ବାଛିବା ବାତୁଳତା ମାତ୍ର ବହୁଦୋଷ ବା ତ୍ରୁଟିଯୁକ୍ତ ବିଷୟ ବା ବ୍ୟକ୍ତି ପ୍ରତି ଏ ଉକ୍ତିର ପ୍ରଯୋଗ ହୁଏ — A saying applied to= a case where innumerable mistakes abound.