କମଳଯୋନି
ଦେଖଣା
(କମଳୟୋନିରୁ ଲେଉଟି ଆସିଛି)
କମଳଯୋନି —
ଉଚ୍ଚାରଣ: Kamaḻaj̄oni
ସଂ. ବି. (ବହୁବ୍ରିହୀ; କମଳ+ଯୋନି=ଜନ୍ମସ୍ଥାନ; ଏ ବିଷ୍ଣୁଙ୍କ ନାଭିଜାତ କମଳରୁ ଜନ୍ମିଥିବାରୁ) —
ବ୍ରହ୍ମା —Brahmā
କମଳଯୋନି —
ଉଚ୍ଚାରଣ: Kamaḻaj̄oni
ସଂ. ବି. (ବହୁବ୍ରିହୀ; କମଳ+ଯୋନି=ଜନ୍ମସ୍ଥାନ; ଏ ବିଷ୍ଣୁଙ୍କ ନାଭିଜାତ କମଳରୁ ଜନ୍ମିଥିବାରୁ) —
ବ୍ରହ୍ମା —Brahmā