କମାଲ୍
ଦେଖଣା
କମାଲ୍ —
ଉଚ୍ଚାରଣ: Kamāl
ବୈଦେ. ବି (ନାମ) (ଆ. କମାଲ୍=ନିପୁଣତା, ପୂର୍ଣ୍ଣତା) —
୧: ଆଧୁନିକ ତୁରଷ୍କର ରାଜନୀତିକ ନେତା (ଏ ତୁରଷ୍କରେ ପ୍ରଜାତନ୍ତ୍ରର ପ୍ରତିଷ୍ଠାତା ଅ଼ଟନ୍ତି); କମାଲ୍ପାଶା — ୧. Name of the leader and maker of modern Turkey; kamal Pasha.
୨: କବୀରଙ୍କ ପୁଅଙ୍କ ନାମ; (ଏ ମଧ୍ୟ ଜଣେ ସାଧୁ ଥିଲେ) — ୨. Name of the son of Kabir.
[ଦ୍ର—କମାଲ୍ ମଧ୍ୟ କବୀରଙ୍କ ପରି ଜଣେ ସାଧୁ ପୁରୁଷ ଥିଲେ କଥିତ ଅଛି ଯେ କବୀର୍ ଯେଉଁ ଉପଦେଶବଚନମାନ କହୁଥିଲେ କମାଲ୍ ତହିଁର ବିପରୀତ ବଚନ କହୁଥିଲେ କବୀର କହିଛନ୍ତି "ମନ୍କା କହ୍ନା ମାନିଏ,ମନ୍ ହୈ ପକ୍ଡାମୀତ୍ " କମାଲ୍ କହିଛନ୍ତି "ମନ୍କା କହା ନ ମାନିଯେ, ମନ୍ ହୈ ପକାଚୋର"— ହିନ୍ଦି. ଶବ୍ଦଶାଗର]