Jump to content

କମାଶାସନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାଶାସନ
ଉଚ୍ଚାରଣ: Kamāṣsana

ଦେ. ବି. (ନାମ) —

୧: ପୁରୀର ପଶ୍ଚୀମକୁ ପ୍ରାୟ ୫: ମାଇଲ ଦୂରରେ ଥିବା ଓଡ଼ିଆ ବ୍ରାହ୍ମଣଶାସନବିଶେଷ — ୧. Name of a Brahman settlement in puri district.

[ଦ୍ର—ସମ୍ଭବତଃ ପ୍ରଥମେ ଏ ଗ୍ରାମ କମାବ୍ରାହ୍ମଣଙ୍କୁ ଦାନ କରା ଯାଇଥିଲା ପରେ ସେମାନେ ଓଡ଼ିଆ ପାଲଟି ଗଲେ କିମ୍ବା ପରେ ଓଡ଼ିଆ ବ୍ରାହ୍ମଣମାନେ ଏଠାରେ ବସତି କରି ରହିଗଲେ]

୨: କମାବ୍ରାହ୍ମଣମାନେ ବସତି କରିଥିବା ଗ୍ରାମ — ୨. A village settled by Telugu Brahmans.