Jump to content

କମିଜ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମିଜ୍
ଉଚ୍ଚାରଣ: Kamij
কমিজ कमीज

ବୈଦେ. ବି. (ଆ. କମିଜ୍; ଫ୍ରେଞ୍ଚ୍. ସେମିଜ୍; ପର୍ଟୁଗୀଜ୍. କମିଜା) —

କୁର୍ତ୍ତାବିଶେଷ —Shirt.

[ଦ୍ର—ଏହାର ଦେହ ଢିଲା ଓ ହାତରେ କଫ୍ ବା ଚୁଡ଼ ଥାଏ; ଏହାର ଛାତିପାଖ ଅଧପର୍ଯ୍ୟନ୍ତ ମେଲା ଥାଏ କମିଜର ଚୁଡ଼ିରେ ଓ ଛାତିରେ ବୋତାମ ଲାଗି ଥାଏ; ଏହା ସାହେବମାନଙ୍କ— ଠାରୁ ଦେଖାଦେଖି ଆମ ଦେଶରେ ଚଳିଅଛି କମିଜ୍ ଉପରେ କୋଟ୍ ପିନ୍ଧା ଯାଏ]