କମିଟି
ଦେଖଣା
କମିଟି —
ଉଚ୍ଚାରଣ: kamiṭi
কমিটী
कमेटी
ବୈଦେ. ବି. (ଇଂ. କମ୍ମୀଟ୍ଟୀ) —
୧: ସଭାର କାର୍ୟ୍ୟନିର୍ବାହିକା ସମିତି — ୧. Working committe of an assoociation; Board.
୨: କୈଣସି ବିଚାର, ପରାମର୍ଶ, କର୍ମପରିଚାଳନ ବା ସିନ୍ଧାନ୍ତ ଉଦ୍ଦେଶ୍ୟରେ କେତେକ ଲୋକଙ୍କର ଏକତ୍ର ବୈଠକ — ୨. A sitting of some selected persons for deliberating on certain specifid matters.