Jump to content

କମିସନର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମିସନର୍
ଉଚ୍ଚାରଣ: Kamisanar
কমিস্নর कमीशनर

ବୈଦେ. ବି. (ଇଂ. କମ୍ମିସ୍ସନର୍) —

ରାଜକୀୟ ବିଭାଗର ଉପରିସ୍ଥ ଶାସନକର୍ତ୍ତା —Commissioner; the administrative head of a Division.