କମିସନ୍
ଦେଖଣା
କମିସନ୍ —
ଉଚ୍ଚାରଣ: Kamisan
কমিসন
कमीसन
ବୈଦେ. ବି. (ଇଂ. କମ୍ମିସ୍ସନ୍) —
୧: କାର୍ୟ୍ୟଭାର ଗ୍ରହଣ କରିଥିବା ବ୍ୟକ୍ତିର ପ୍ରାପ୍ୟ ବା ପାରିଶ୍ରମିକ — ୧. Commission or fees paid to an agent.
୨: ଦଲାଲ୍ର ପ୍ରାପ୍ୟ ନିର୍ଦ୍ଦିଷ୍ଟ ଧନ —୨. Broker's commission or percentage.
୩: ରାଜାଦେଶରେ କୌଣସି ନିର୍ଦ୍ଦିଷ୍ଟ ବିଷୟ ତଦନ୍ତ କରି ରିପୋଟ୍ କରିବା ପାଇଁ ନିଯୁକ୍ତି ବିଶେଷଜ୍ଞ ବ୍ୟକ୍ତିମାନଙ୍କ ପଞ୍ଚାଏତ୍ —୩. A board of person engaged by the Government to inquire in to certain matters; a commission of inquiry.