Jump to content

କମ୍କମ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍କମ୍
ଉଚ୍ଚାରଣ: Kamkam

ଦେ. ବିଣ —

୧: ଦୁଷ୍ଟ; ବଗୁଲିଆ; ଖେଚଡ଼ା — ୧. Wicked; naughty.

୨: ଅସ୍ଥିର —୨. Restless.

୩: ଲାଳାୟିତ —୩. Hankering.

୪: ଉତ୍କଣ୍ଠିତ —୪. Anxious; eager.