Jump to content

କମ୍କମ୍ ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍କମ୍ ହେବା
ଉଚ୍ଚାରଣ: Kamkam hebā

ଦେ. କ୍ରି —

୧: ଦୁଷ୍ଟାମି କରିବାକୁ ମୁସ୍ତେଜ ହେବା — ୧. To tend to be restive.

୨: ଭଙ୍ଗି ଦ୍ବାରା କାମଚେଷ୍ଟା ପ୍ରକାଶ କରିବା — ୨. To give vent to amorous feelings by outward expressions.

୩: କୌଣସି ବିଷୟ ପାଇବାପାଇଁ ଲାଳାୟିତ ବା ଉତ୍କଣ୍ଠିତ ହେବା — ୩. To hanker after a thing.