Jump to content

କମ୍ପକମ୍ପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପକମ୍ପା
ଉଚ୍ଚାରଣ: Kampakampā

ଦେ. ବି. (ସଂ. କମ୍ପ୍ ଧାତୁ) —

୧: ଏକାଜାତୀୟ ବୁଢିଆଣୀ — ୧. A kind of spider with very long slender legs; Pholcus Phalangioides.

কংপাকংপা

କମ୍ପକମ୍ପୀ, କମ୍ପକମ୍ପେଈସ୍ତ୍ରୀ.

[ଦ୍ର—ଏମାନଙ୍କର ଗୋଡ଼ ଲମ୍ବା ଓ ସରୁ, ଏମାନେ ସର୍ବଦା କମ୍ପୁଥିବାରୁ ଏମାନଙ୍କର ଏପରି ହୋଇଅଛି]

୧: ଦେ. ବିଣ. ପୁଂ—ଥରଥରୁଆ (ବ୍ୟକ୍ତି); ଯେ ସର୍ବଦା ଥରୁଥାଏ — ୧. Trembling; tremulous. (person)

୨: (ଯେ ଡରରେ ଥରେ) ଭୀରୁ; ଡରୁଆ — ୨. Timid; timorous.