Jump to content

କମ୍ପାଉଣ୍ଡରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପାଉଣ୍ଡରି
ଉଚ୍ଚାରଣ: Kampāuṇḍari
কপ্পউত্তরী कंपौराडरी

ଦେ. ବି. (ଇଂ. କମ୍ପାଉଣ୍ଡର+ଆ. ପ୍ରତ୍ୟୟ ଇ) —

୧: କମ୍ପାଉଣ୍ଡର କାର୍ଯ୍ୟ — ୧. The office or work or a compounder.

୨: କମ୍ପାଉଣ୍ଡର୍ ହେବାଲାଗି ଆବଶ୍ୟକ ଜ୍ଞାନ — ୨. necessary knowledge required for acting as a compounder.