Jump to content

କମ୍ପାନୀ ବାହାଦୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପାନୀ ବାହାଦୁର
ଉଚ୍ଚାରଣ: Kampāni bāhādur
কম্পানি বাহাদুর कुम्पानि बहादुर

ବୈଦେ. (ଇଂ. କମ୍ପାନି ଓ. ଫା. ବହାଦୁର) ବି. —

ଭାରତକୁ ଅଧିକାର କରିଥିବା ଇଷ୍ଟ୍ ଇଣ୍ଡିଆ — କମ୍ପାନୀଙ୍କର ଭାରତରେ ଡାକ ନାମ —Popular name of the East India Company (in India).