Jump to content

କମ୍ପୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପୁ
ଉଚ୍ଚାରଣ: Kampu
কপ্পু कम्पु

ବୈଦେ. ବି. (ଇଂ. କାମ୍ପ୍) —

୧: ତମ୍ବୁ; ରାଉଟି — ୧. Tent.

୨: ସେନାନିବାସ; ଛାଉଣି; ପଲଟଣଙ୍କ ରହିବା ଡେରା — ୨. Camp; cantonment; barracks for soldiers.