Jump to content

କମ୍ପୋଜିଟର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପୋଜିଟର୍
ଉଚ୍ଚାରଣ: Kampojiṭar
কপ্পোজিটার कंपोजिटर

ବୈଦେ. ବି. (ଇଂ) —

ମୁଦ୍ରାୟନ୍ତ୍ର ଯେଉଁ କର୍ମଚାରୀ ଛାପା ନିମନ୍ତେ ଅକ୍ଷରବିନ୍ୟାସ କରି ଟାଇପ୍ ଯୋଡ଼ନ୍ତି —The compositor of a print ing press.