Jump to content

କମ୍ପୋଜ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପୋଜ୍
ଉଚ୍ଚାରଣ: Kampoj
কপ্পোজ্ कंपोज

ବୈଦେ. ବି. (ଇଂ. କମ୍ପୋଜ୍) —

ଛାପାଖାନାରେ ସିସା ଟାଇପ୍ମାନେ ସଜ୍ଜିତ କରି ଅକ୍ଷର ଯୋଡ଼ିବା କର୍ମ — Composing (in printing).