Jump to content

କମ୍ପୋଜ୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ପୋଜ୍ କରିବା
ଉଚ୍ଚାରଣ: Kampoj karibā
কপ্পোজ করা कंपोजि करना

ଦେ. କ୍ରି —

କୌଣସି ଲେଖାକୁ ଛାପିବା ପାଇଁ ଅକ୍ଷର ବିନ୍ୟାସ କରି ଟାଇପ୍ ଯୋଡ଼ିବା — To composing or set types in a block for printing.