Jump to content

କମ୍ବକ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ବକ୍ତି
ଉଚ୍ଚାରଣ: Kambakti
কমবক্তী कमबख्ती

ବୈଦେ. (ଆ) ବି. (ଆ. କମ୍ବଖ୍ତୀ) —

ଭାଗ୍ୟହୀନତା; ଦୁର୍ଭାଗ୍ୟ — Ill luck; misfortune.