Jump to content

କମ୍ବକ୍ତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ବକ୍ତ୍
ଉଚ୍ଚାରଣ: Kambakt
কমবক্ত कमबख्त

ଦେ. ବିଣ. (ଆ. କମ୍ବଖ୍ତ୍=ଭାଗ୍ୟହୀନ; ଅଭାଗା) —

୧: ହତଭାଗ୍ୟ — ୧. Unlucky; unfortunate.

୨: ଦୁଷ୍ଟ; ଖେଚଡ଼ା — ୨. Naughty; wicked.

ମିଆଁ କହିଲେ—ବେକୁବ୍ ! କମ୍ବକ୍ତ! ନାଲାଏକ୍ ! ଫକୀରମୋହନ. ଛମାଣଆଠଗୁଣ୍ଠ

୩: ଯେ ଗୁଡ଼ାଏ ବାଲିଙ୍ଗି କରେ — ୩. Braggart.