କମ୍ବଳିବାହ୍ଯକ
ଦେଖଣା
କମ୍ବଳିବାହ୍ୟକ —
ଉଚ୍ଚାରଣ: Kambaḻibāhyaka
ସଂ. ବି. (କମ୍ବଳିନ୍+ବହ ଧାତୁ+କର୍ମ. ୟ+ ସ୍ବାର୍ଥେ. କ; କମ୍ବଳୀ ବା ବଳଙ୍କଦ୍ବାରା ବୁହା ହେବା) —
ବଳଦଗାଡ଼ି; ବୃଷ ଦ୍ବାରା ଟଣା ହେବା ଶଗଡ଼ —Cart drawn by bullocks or bulls; bullock-cart.