କମ୍ବି
ଦେଖଣା
କମ୍ବି —
ଉଚ୍ଚାରଣ: Kambi
ସଂ. ବି. ସ୍ତ୍ରୀ. (କମ୍ ଧତୁ=ଇଚ୍ଛା କରିବା+ସଂଜ୍ଞାର୍ଥେ. ବି) —
୧: ଦର୍ବୀ; କରଚୁଲି; ଚଟୁ; ଜାଲିଚଟୁ —୧. Ladle.
୨: ବାଉଁଶର ପବ —୨. The part or section of a bamboo between two joints.