Jump to content

କମ୍ବିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ବିକା
ଉଚ୍ଚାରଣ: Kambikā

ସଂ. ବି. (କମ୍ବ ଧାତୁ=ଗତି କରିବା+ସଜ୍ଞାର୍ଥେ. ଇକ+ଆ) —

ସଙ୍ଗୀତରେ ତାଳ ଦେବା ପାଇଁ ପ୍ରାଚୀନ କାଳରେ ବ୍ୟବହୃତ ବାଦ୍ୟବିଶେଷ (ହି. ଶବ୍ଦସାଗର) —A kind of cymbals or castanets used in ancient times to keep time in music.