କମ୍ବୁକଣ୍ଠ
ଦେଖଣା
କମ୍ବୁକଣ୍ଠ —
ଉଚ୍ଚାରଣ: Kambukaṇṭha
(କମ୍ବୁକଣ୍ଠୀ—ସ୍ତ୍ରୀ)
ସଂ. ବି.
୧: (ଉପମିତ ସମାସ; କମ୍ବୁ ପରି କଣ୍ଠ)— ଶଙ୍ଖ ପରି ରେଖାତ୍ରଯୁକ୍ତ ଗଳଦେଶ — ୧. A neck bearing horizontal lines like those of a conch shell.
୨: କଚ୍ଛପବିଶେଷ —୨. A species of tortoise.
ସଂ. ବିଣ. ପୁଂ. (ବହୁବ୍ରୀହି) —
ଶଙ୍ଖ ପରି ରେଖାତ୍ରୟଯୁକ୍ତ ଗଳଦେଶବିଶଷ୍ଟ (ପୁରୁଷ) — (a man) Having the neck marked with horizontal lines like a conch.