କମ୍ବୋଜ
ଦେଖଣା
କମ୍ବୋଜ —
ଉଚ୍ଚାରଣ: Kamboja
ସଂ. ବି. (କମ୍ବ ଧାତୁ=ଗମନ କରିବା+କର୍ତ୍ତୃ. ଓଜ) —
୧: ଶଙ୍ଖବିଶେଷ —୧. A kind of conch.
୨: ଭାରତର ପଶ୍ଚିମସ୍ଥ ଦେଶବିଶେଷ — ୨. A country in western India.
୩: ହସ୍ତୀବିଶେଷ — ୩. A species of elephant.