Jump to content

କମ୍ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମ୍ହେବା
ଉଚ୍ଚାରଣ: Kamhebā
কমহওয়া कमहेना

ଦେ. କ୍ରି —

୧: ଅଳ୍ପହେବା — ୧. To become less; to lessen.

୨: ଅନାଟନ ବା ନଅଣ୍ଟ ହେବା — ୨. To fall short.

୩: (ରୋଗ ଆବ) ଉପଶମ ହେବା; ଊଣା ହେବା — ୩. (a disease) To a bate; to be alleviated.