କରକଚା
ଦେଖଣା
କରକଚା —
ଉଚ୍ଚାରଣ: Karakachā
কঁকর করকচ
खुरखुरापत्यर
ଦେ. ବି. (ସଂ. କର୍କର) —
ଚୂନମିଶ୍ରିତ ଗୋଡ଼ି; ପଥର ଗୋଡ଼ି; କଙ୍କର —Concrete; rubble.
[ଦ୍ର—ଏହା କୋଠାର ଛାତ ଓ ମେଜିଆରେ ବାଡ଼ିଆ ଯାଏ]
ଦେଉଳ ନବହାର ସେ ଅଟଇ; କରକଚା ପରେ ଖୁଅ ସେ ଦେଇ ପ୍ରାଚୀ ହାରିବା. ପରଚେଗୀତା