Jump to content

କରକଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରକଚି
ଉଚ୍ଚାରଣ: Karakachi

ଦେ. ବିଣ. —

୧: କୋମଳ (ଗୋପୀନାଥ ନନ୍ଦ) — ୧. Soft.

୨: ଅପକ୍ବ (ଗୋପୀନାଥ ନନ୍ଦ) —୨. Unripe.

୩: ଅପୁଷ୍ଟ (ଗୋପୀନାଥ ନନ୍ଦ) —୩. Undeveloped.