Jump to content

କରକଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରକଟ
ଉଚ୍ଚାରଣ: Karakaṭa

ଗ୍ରା. ବି. (ସଂ. କର୍କଟ) —

୧: କର୍କଟ; କଙ୍କଡ଼ା — ୧. Crab.

୨: ଚାନ୍ଦ୍ର ଶ୍ରାବଣ ମାସ; ସୌର, କକଡ଼ା ମାସ — ୨. The month of Ṡrābaṇa.

କରକଟ ସରକଟ, ସିଂହ ଶୃଖାଏ କନ୍ଯେ, କାନେ କାନ୍ ବିନ୍ଦୁ ବିନ୍ଦୁ ବନ୍ଯେ ବରଷିଲେ କାହିଁ ରଖିବୁ ଧାନ କୃଷିବଚନ