କରକବହ
ଦେଖଣା
କରକବହ —
ଉଚ୍ଚାରଣ: Karakabaha
ଦେ. ବି. (କରକ=କମଣ୍ଡଳୁ+ବହ ଧାତୁ+କର୍ତ୍ତୃ. ଅ) —
ଯୋଗୀ —A sage; anchoriete.
କାମିନୀ କରକବହ ଦଶା ନ ବଜାଇବି ରସେ ରସନା ଭଞ୍ଜ. ପ୍ରେମସୁଧାନିଧି