Jump to content

କରକୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରକୀ
ଉଚ୍ଚାରଣ: Karakī

ଦେ. ବି. (ସଂ. କରକ) —

ଡାଳିମ୍ବ ଫଳ — Pomegranate (fruit)

କେଉଁ ଗୋପୀ ଦେଖି କରକୀ ତରକି ବୋଲଇ ସଖି ଦେଖ ଦେଖ ଦୀନକୃଷ୍ଣ. ରସକଲ୍ଲୋଳ