କରକୋଷ୍ଠୀ
ଦେଖଣା
କରକୋଷ୍ଠୀ —
ଉଚ୍ଚାରଣ: Karakoshṭhī
ସଂ. ବି—(୬: ଷ୍ଠୀ ତତ୍; କର+କୋଷ୍ଠୀ)
କରତଳସ୍ଥ ରେଖାଚୟ, ୟହିଁରୁ ମନୁଷ୍ୟର ଭାଗ୍ୟ ଗଣନା କରାଯାଏ —The lines on the palm of the hand from which a man's lot can be cast and his future foretold.