Jump to content

କରକୋଷ୍ଠୀ ବିଦ୍ଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରକୋଷ୍ଠୀ ବିଦ୍ୟା
ଉଚ୍ଚାରଣ: Karakoshṭhī bidyā

ସଂ. ବି. (ମ. ପ. ଲୋ. କର୍ମଧା; କରକୋଷ୍ଠୀସମ୍ବନ୍ଧୀୟ ବିଦ୍ୟା) —

କରକୋଷ୍ଠୀ ଦେଖି ମନୁଷ୍ୟ ଜୀବନର ଘଟଣା ନିର୍ଣ୍ଣୟ କରିବାରୂପ ବିଦ୍ୟା; ସାମୁଦ୍ରିକ ଶାସ୍ତ୍ର — Palmistry.