କରଗା
ଦେଖଣା
କରଗା —
ଉଚ୍ଚାରଣ: Karagā
करगह
ବୈଦେ. ବି. (ଫା. କାରଗାହ୍) —
ତନ୍ତୀମାନଙ୍କ ତନ୍ତ ତଳେ ଥିବା ଖାଲ — The low hole below the weaver's loom.
[ଦ୍ର—ତନ୍ତରେ ଲୁଗା ବୁଣିଲାବେଳେ ତନ୍ତୀ ଏ ଖାଲ ମଧ୍ୟକୁ ଗୋଡ଼ ଲମ୍ବାଇ କରି ବସେ]