Jump to content

କରଗ୍ରହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଗ୍ରହ
ଉଚ୍ଚାରଣ: Karagraha

ସଂ. ବି. (ବହୁବ୍ରୀହି; କର+ଗ୍ରହ) —

୧: ପାଣିଗ୍ରହଣ; ବିବାହ —୧. Marriage.

୨: ପ୍ରଜାଙ୍କ ନିକଟରୁ ରାଜସ୍ବ ନେବା — ୨. Collection of rent from tenants.

୩: ହସ୍ତଧାରଣ —୩. Holding by the hand.