କରଘର୍ଷଣ
ଦେଖଣା
କରଘର୍ଷଣ —
ଉଚ୍ଚାରଣ: Karagharshaṇa
ସଂ. ବି. (କର+ଘୃଷ୍ ଧାତୁ=ଘଷିବା+କର୍ମ. ଅନ) —
୧: (ବହୁବ୍ରୀହି) ଦଧିମନ୍ଥନଦଣ୍ଡ; ଖୁଆ — ୧. Churning rod.
୨: (୬: ଷ୍ଠୀ ତତ୍)—ହାତ ଘଷିବା — ୨. Rubbing of the hands.
କରଘର୍ଷଣ —
ଉଚ୍ଚାରଣ: Karagharshaṇa
ସଂ. ବି. (କର+ଘୃଷ୍ ଧାତୁ=ଘଷିବା+କର୍ମ. ଅନ) —
୧: (ବହୁବ୍ରୀହି) ଦଧିମନ୍ଥନଦଣ୍ଡ; ଖୁଆ — ୧. Churning rod.
୨: (୬: ଷ୍ଠୀ ତତ୍)—ହାତ ଘଷିବା — ୨. Rubbing of the hands.