Jump to content

କରଙ୍କବାହୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଙ୍କବାହୀ
ଉଚ୍ଚାରଣ: Karaṅkabāhī
(କରଙ୍କବାହିନୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କରଙ୍କ ବହ୍+ଧାତୁ+କର୍ତ୍ତୃ. ଇନ୍; ୧: ମା. ୧: ବ) —

ରାଜାଙ୍କ ସଙ୍ଗେ ତାମ୍ବୂଳପାତ୍ର ବା ପିକଦାନୀ ଧରି ୟାଉଥିବା (ଭୃତ୍ୟ) — (the servant) Carrying the betel-pot or spitton with kings.