Jump to content

କରଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଚା
ଉଚ୍ଚାରଣ: Karachā
কড়চা करचा

ବୈଦେ. ବି. (ଆ. କର୍ଚା)

୧: (ଜମିଦାରି ସିରସ୍ତା) ଖଜଣା ଜମାବନ୍ଦିର ତାଲିକା — ୧. A written assessment-list of tenants.

୨: ଡାଇରି; ଦୈନିକଲିପି —୨. Diary.

୩: ଶ୍ରେଣୀବଦ୍ଧ ହୋଇ ଲିଖିତ ବିବରଣ — ୩. A detailed statement.

[ଦ୍ର—ଏ ଶବ୍ଦ ଚୈତନ୍ୟଚରିତାମୃତଗ୍ରହନ୍ଥରେ ସଂସ୍କୃତ ଶବ୍ଦରୂପେ ବ୍ୟବହୃତ ହୋଇଅଛି]