କରଚୁଲି
ଦେଖଣା
କରଚୁଲି —
ଉଚ୍ଚାରଣ: Karachuli
করচালি
करछूली; कलछि
ଦେ. ବି.
(ସଂ. କର+ଚାଳି ଧାତୁ; ୟାହା କରଦ୍ବାରା ଚାଳିତ ହୁଏ) —A metal ladle with a handle; a big spoonlike thing made of metal for stirring boiling matter and for serving food.
କରକରେ କୁନ୍ତ ଆଉ କରେ କରଚୁଲି—ସାରଳା. ମହାଭାରତ