Jump to content

କରଛଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଛଡ଼ା
ଉଚ୍ଚାରଣ: Karachhaṟḍ̠ā
পাশছাড়া अलग

ଦେ. ବିଣ —

୧: ଏକପାଖିଆ — ୧. Situate on one side.

୨: ଏକୁଟିଆ — ୨. Isolated.

୩: ପାଖଛଡ଼ା; ପାଖରୁ ଅଲଗା —୩. Separated from the side; keeping aloof.