Jump to content

କରଛଡ଼ା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଛଡ଼ା କରିବା
ଉଚ୍ଚାରଣ: Karachhaṟḍ̠ā karibā
পাশছাড়াকরা अलग करना

ଦେ. କ୍ରି —

୧: (ପିଲାକୁ) ପାଖକୁ ଅଲଗା କରିବା — ୧. To keep away (a child) from one's side.

୨: କୌଣସି କାର୍ୟ୍ୟର ପୂରା ଦାୟିତ୍ବ ନ ନେଇ କାର୍ୟ୍ୟରେ ହେଳା କରିବା —To neglect a work by shirking the responsibility from one's self.