Jump to content

କରଜଦାମ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଜଦାମ୍
ଉଚ୍ଚାରଣ: Karajadām
কর্জদাম कर्ज दाम

ଦେ. ବି (ଅନର୍ଥକ ଦ୍ବିତୀୟ ସହଚର) —

ଉଧାରଧାର; ସର୍ବ ପ୍ରକାରର ଋଣ —Amount of loans of all kinds due from a man, including loans, debts, mortgage, pledge, pawn etc; debt and loan.