Jump to content

କରଜଦାମ୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଜଦାମ୍ କରିବା
ଉଚ୍ଚାରଣ: Karajadām karibā
কর্জদাম করা कज दाम करना

ଦେ. କ୍ରି —

୧: ଉଧାରଧାର କରିବା — ୧. To borrow.

କରଜଦାମ କରି ହଜାର ହଜାର ଟଙ୍କା ଖରଚରେ ଡାକ୍ତରଖାନା ବସାଇବାକୁ ନାହିଁ—ଫକୀରମୋହନ. ଛମାଣଆଠଗୁଣ୍ଠ

୨: କାଳିବାସି କରିବା — ୨. To take things on credit.