Jump to content

କରଜଦାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଜଦାର୍
ଉଚ୍ଚାରଣ: Karajadār
কর্জদার कर्जदार

ବୈଦେ. ବିଣ (ଫା. କର୍ଜଦାର୍) —

ଋଣଗ୍ରସ୍ତ; ଋଣୀ; ଦେଣାଦାର୍ —Indebted; involved in debts.

ବୈଦେ. ବି —

ଅଧମର୍ଣ୍ଣ; ଖାତକ —Debtor.