Jump to content

କରଜଲାଗିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଜଲାଗିବା
ଉଚ୍ଚାରଣ: Karaja lāgibā
কর্জলাগা कर्जलगना

ଦେ. କ୍ରି —

(ଧନ ବା ଧାନ) ଋଣରେ ବ୍ୟୟିତ ହେବା; ସୁଧରେ ଖଟାଯିବା —(money or paddy) To be invested in loan.

(ଯଥା—ସାଆନ୍ତଙ୍କର ହଜାରେ ଟଙ୍କା କରଜ ଲାଗିଛି)